Sunday 15 December 2013

ଓଡ଼ିଆର ପୁଅ ଜଗତର ଦିଅଁ କୋଟି କୈବଲ୍ୟନିଧି ଜଗନ୍ନାଥ ମହାପ୍ରଭୂ ଅନନ୍ତ ଓ ତାଙ୍କ ଲୀଳା ମଧ୍ୟ ଅଦ୍ଭୂତ...ସାରା ଆକାଶ କାଗଜ ହେଲେ ଆଉ ସାତ ସମୂଦ୍ର କାଳି ହେଲେ ମଧ୍ୟ ତାଙ୍କ ଚରିତ ଲେଖିବା ଅସମ୍ଭବ...ତଥାପି ସେହି ବଳିଆର ଭୁଜ ଙ୍କୁ ଭାବ ଡୋରୀରେ ବାନ୍ଧି ତାଙ୍କ ଚରିତ ର କିୟଦଂଶ ସମଗ୍ର ମାନବ ଜାତିର ମଙ୍ଗଳ ନିମିତାର୍ଥେ ବିତରଣ କରିବାହିଁ ମୋର ଉଦ୍ଦେଶ୍ୟ….ଆସନ୍ତୁ ଜଗନ୍ନାଥାୟନରେ ନିଜକୁ ନିମଜ୍ଜିତ କରିଦେବା….. ଆଉ କହୁଥିବା….. ଜୟ ଜଗନ୍ନାଥ

ଏହି ବ୍ଲଗ ର ପ୍ରଥମ ପୋଷ୍ଟ ଟି ସେହି ମହାବାହୁ ଙ୍କୁ ହିଁ ଉତ୍ସର୍ଗୀକୃତ ହେଉ....


ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଆଶୀର୍ବାଦଭିକ୍ଷୁ ତଥା କାଳିଆର ଦାସାନୁଦାସ
ରଶ୍ମୀ ରଞ୍ଜନ ଦାଶ